ନେତା ମନ୍ତ୍ରୀ କଲେ ଠିକ୍ ?

ସାଧାରଣ ଲୋକେ କଲେ ଭୁଲ୍, ନେତା ମନ୍ତ୍ରୀ କଲେ ଠିକ୍ ? ସରକାରଙ୍କ କୋଭିଡ୍ ନିୟମକୁ ଭାଙ୍ଗିଲେ ଆଇନମନ୍ତ୍ରୀ । 100 ଲୋକଙ୍କ ବଦଳରେ ହଜାର ହଜାର ଲୋକ । ମନ୍ତ୍ରୀ ଏବଂ ବିଧାୟକଙ୍କ ବିରୋଧରେ ନିଆଯିବ ତ କାର୍ଯ୍ୟାନୁଷ୍ଠାନ ?