କାଠଗଡ଼ାରେ ଆଇନ ମନ୍ତ୍ରୀ !

ଧୀରେ ଧୀରେ ଖୋଲୁଛି ମାହାଙ୍ଗା ଡବଲ୍ ମର୍ଡରର ପଲିଟିକାଲ୍ ଲିଙ୍କ୍। ହତ୍ୟା ଅଭିଯୁକ୍ତଙ୍କ ସହ ଶାସକ ଦଳର ନେତାଙ୍କ ଫଟୋକୁ ନେଇ ହୁଲସ୍ତୁଲ ହେଉଛି ସାରା ରାଜ୍ୟ।