/odisha-reporter/media/post_attachments/uploads/2022/08/mantri.jpg)
mantri
ମୃତ ବିଜେବି କଲେଜର ଛାତ୍ରୀ ରୁଚିକାଙ୍କ ମାଆ ସିଧାସଳଖ କହିଛନ୍ତି, ଧାରଣରୁ ଉଠିବା ପାଇଁ ଆଠଗଡ଼ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇ, ଲୋକ ପଠାଇ ପୁରା ପରିବାର ଉପରେ ଚାପ ପକାଇଥିଲେ। ଝିଅ ଆତ୍ମହତ୍ୟା କଲା କି ତାଙ୍କୁ ହତ୍ୟା କରାଯାଇଛି ? ଏ ନେଇ ମାଆ ପ୍ରଶ୍ନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
