Advertisment

‘ମୁଁ ମଲେ ମନ୍ତ୍ରୀ ସମୀର ଦାସ ଦାୟୀ’

ମୃତ୍ୟୁ ପୂର୍ବରୁ ତାଙ୍କ ସାମ୍ୱାଦିକ ବନ୍ଧୁଙ୍କୁ ଫୋନ କରି ସବୁକିଛି ବଖାଣିଥିଲେ ଧର୍ମେନ୍ଦ୍ର। ମାନସିକ ଚାପରେ ଥିବା କହିଥିଲ। ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି କହିଥିଲେ। ମୁଁ ଯାହାକହୁଛି ରେକର୍ଡ କରନ୍ତୁ…ମୁଁ କାଲି ଥାଇପାରେ କି ନଥାଇ ପାରେ…ଆପଣ ଏକଥାକୁ ଲୋକଲୋଚନକୁ ଆଣିବେ। ମୋ ମୃତ୍ୟୁ ପାଇଁ ୭ ଜଣ ଦାୟୀ। ମୃତ୍ୟୁ ପୂର୍ବରୁ ସାମ୍ୱାଦିକ ଅକ୍ଷୟ କୁମାର ନାୟକଙ୍କୁ ଫୋନ କରି କିଛି ଏଭଳି କହିଥିଲେ ମୃତ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ। […]

‘ମୁଁ ମଲେ ମନ୍ତ୍ରୀ ସମୀର ଦାସ ଦାୟୀ’

samir dash

Advertisment

ମୃତ୍ୟୁ ପୂର୍ବରୁ ତାଙ୍କ ସାମ୍ୱାଦିକ ବନ୍ଧୁଙ୍କୁ ଫୋନ କରି ସବୁକିଛି ବଖାଣିଥିଲେ ଧର୍ମେନ୍ଦ୍ର। ମାନସିକ ଚାପରେ ଥିବା କହିଥିଲ। ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି କହିଥିଲେ। ମୁଁ ଯାହାକହୁଛି ରେକର୍ଡ କରନ୍ତୁ...ମୁଁ କାଲି ଥାଇପାରେ କି ନଥାଇ ପାରେ...ଆପଣ ଏକଥାକୁ ଲୋକଲୋଚନକୁ ଆଣିବେ। ମୋ ମୃତ୍ୟୁ ପାଇଁ ୭ ଜଣ ଦାୟୀ। ମୃତ୍ୟୁ ପୂର୍ବରୁ ସାମ୍ୱାଦିକ ଅକ୍ଷୟ କୁମାର ନାୟକଙ୍କୁ ଫୋନ କରି କିଛି ଏଭଳି କହିଥିଲେ ମୃତ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ। ତେବେ ଶୁଣନ୍ତୁ କଣ କହିଥିଲେ ଧର୍ମେନ୍ଦ୍ର।

Advertisment

Dharmendra Sahu Minister Behind Leaders Death Bjd Leader Suicide Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe