ଅଦ୍ୟତନ ହୋଇଛି
11
Advertisment
କାହା ପାଟିରେ ବାଡବତା ନାହିଁ, ଯିଏ ଯାହା ପାରିଲେ କହିଲେ । ଏପଟେ ରାଲି ଗାଡି, ସେପଟେ ମହିଳାଙ୍କ ଲମ୍ବା ଲାଇନ୍ । ଏପଟେ ପଡୁଛି, ଜିନ୍ଦାବାଦ୍, ସେପଟେ କହୁଛନ୍ତି ମନ୍ତ୍ରୀ ଠକି ଦେଲେ । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସାମ୍ନାରେ ଶହ ଶହ ଗରା ମାଠିଆ। ମହିଳାମାନେ ତାତିଲେ, ମନଇଚ୍ଛା କ୍ରୀଡାମନ୍ତ୍ରୀଙ୍କୁ ଶୁଣାଇଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/11-2.jpg)