proporty list
Advertisment
ଚର୍ଚ୍ଚାରେ ପ୍ରଣବ ପ୍ରକାଶ ଦାସଙ୍କ ଏହି ଗାଡ଼ି। କିଛି ମାସ ତଳେ ୫ଟି ସଚିବଙ୍କ ସହ ପୁରୀ ଯାଇଥିଲେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଅବସର ଥିଲା ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର କରିଡର ନେଇ ସରକାରଙ୍କ ବଡ଼ ବିଜୟ ପରେ ମହାବାହୁଙ୍କୁ ଧନ୍ୟବାଦ ଜଣାଇବା। ପ୍ରଣବ ବାବୁ ଚଢିଥିବା ଏହି ଗାଡିର ମୁଲ୍ୟ ୩ରୁ ୪ କୋଟି ହେବ ବୋଲି ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/proporty-list.jpg)