ମନ୍ତ୍ରୀ, ସଚିବ ସାମ୍ବାଦିକ

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଶିଳ୍ପର ବିକାଶ ପାଇଁ ମୁମ୍ବାଇ ଯାଇଥିଲେ। ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଥିଲେ।