ସୀମା ଟପିଗଲା ‘ନବୀନ’ ବନ୍ଦନା!

ନବୀନ ପଟ୍ଟନାୟକ କ’ଣ ଜଗନ୍ନାଥଙ୍କଠାରୁ ବଡ଼? ଓଡ଼ିଶାର ପରିଚୟ କ’ଣ ନବୀନ ପଟ୍ଟନାୟକ? ଓଡ଼ିଶାକୁ କ’ଣ ଲୋକ ନବୀନ ପଟ୍ଟନାୟକଙ୍କ ପାଇଁ ଜାଣନ୍ତି?