/odisha-reporter/media/post_attachments/uploads/2021/03/maxresdefault-1-3.jpg)
maxresdefault (1) (3)
ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି ଅଞ୍ଚଳରୁ ଆସିଛି ଏହି ଲୋମଟାଙ୍କୁରା ସମ୍ବେଦନଶୀଳ ମାମଲା, ରାତି ପାହିଲେ ଥିଲା ଅନ୍ତର୍ଜାତୀୟ ମହିଳା ଦିବସ ଆଉ ପ୍ରସ୍ତୁତିରେ ଲାଗି ପଡ଼ିଥିଲା ସାରା ଦେଶ। କିନ୍ତୁ ଡୁବୁରୀ ଅଞ୍ଚଳର ଆଦିବାସୀ ନାବାଳିକା କଲେଜ୍ ଛାତ୍ରୀଙ୍କ ପାଇଁ ଏହା ଥିଲା ଏକ କଳା ରାତି। ଦେଖନ୍ତୁ ସେଦିନର କାଳିଆପାଣିର ସେହି କଳାରାତିର ଘଟଣା...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
