Advertisment

କାଳିଆପାଣିର କଳାରାତି

ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି ଅଞ୍ଚଳରୁ ଆସିଛି ଏହି ଲୋମଟାଙ୍କୁରା ସମ୍ବେଦନଶୀଳ ମାମଲା, ରାତି ପାହିଲେ ଥିଲା ଅନ୍ତର୍ଜାତୀୟ ମହିଳା ଦିବସ ଆଉ ପ୍ରସ୍ତୁତିରେ ଲାଗି ପଡ଼ିଥିଲା ସାରା ଦେଶ। କିନ୍ତୁ ଡୁବୁରୀ ଅଞ୍ଚଳର ଆଦିବାସୀ ନାବାଳିକା କଲେଜ୍ ଛାତ୍ରୀଙ୍କ ପାଇଁ ଏହା ଥିଲା ଏକ କଳା ରାତି। ଦେଖନ୍ତୁ ସେଦିନର କାଳିଆପାଣିର ସେହି କଳାରାତିର ଘଟଣା…

ଅଦ୍ୟତନ ହୋଇଛି
କାଳିଆପାଣିର କଳାରାତି

maxresdefault (1) (3)

Advertisment

ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି ଅଞ୍ଚଳରୁ ଆସିଛି ଏହି ଲୋମଟାଙ୍କୁରା ସମ୍ବେଦନଶୀଳ ମାମଲା, ରାତି ପାହିଲେ ଥିଲା ଅନ୍ତର୍ଜାତୀୟ ମହିଳା ଦିବସ ଆଉ ପ୍ରସ୍ତୁତିରେ ଲାଗି ପଡ଼ିଥିଲା ସାରା ଦେଶ। କିନ୍ତୁ ଡୁବୁରୀ ଅଞ୍ଚଳର ଆଦିବାସୀ ନାବାଳିକା କଲେଜ୍ ଛାତ୍ରୀଙ୍କ ପାଇଁ ଏହା ଥିଲା ଏକ କଳା ରାତି। ଦେଖନ୍ତୁ ସେଦିନର କାଳିଆପାଣିର ସେହି କଳାରାତିର ଘଟଣା...

Advertisment

Odisha Reporter Odisha News Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe