Advertisment

ମିଥୁନ ଇନ୍ ରୂପା ଆଉଟ୍

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏତେ ଭଲ ପ୍ରଦର୍ଶନ କରି ନ ଥିଲେ ବି ଅନ୍ୟ ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ଦେଖାଯାଇଛି। ଯେଉଁଠି ଦିନେ ତୃଣମୂଳ କଂଗ୍ରେସର ଦବଦବା ଥିଲା ସେଠି ଭାଜପା ବାଜିମାରିଛି। ତେଣୁ ରାଜ୍ୟରେ ଭାଜପାକୁ ମଜଭୁତ କରିବାକୁ ଦଳ ସୁପ୍ରିମୋ ଲଗାତାର ଭାବେ ବଡ଼ ବଡ଼ ପଦକ୍ଷେପ ନେଉଥିବା ଦେଖାଯାଇଛି।

ମିଥୁନ ଇନ୍ ରୂପା ଆଉଟ୍

mithun

Wb Bjp Roopa Ganguli Mithun Chakraborthy Bengal Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe