/odisha-reporter/media/post_attachments/uploads/2022/06/bijay.jpg)
bijay
ପ୍ରେମିକାଙ୍କ ଏତଲା ପରେ ମୁହଁ ଖୋଲିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ପ୍ରେମିକାଙ୍କ ଏତଲା ଆଧାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ । କହିଲେ ପ୍ରେମିକା ସୋମାଲିକା ଦାଶଙ୍କ ଅଭିଯୋଗ ଭିତ୍ତିହୀନ ।ଥାନାରେ ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ମୁହଁ ଖୋଲିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
