Advertisment

ବିଧାୟକଙ୍କୁ ଧାର ଦିଅନ୍ତୁ ଠିକା କର୍ମଚାରୀ!

ସରକାରୀ ଅଫିସରେ ଠିକା କର୍ମଚାରୀ କୁହାଯାଉଥିବା ମଣିଷ ୬ ବର୍ଷ ପର୍ଯ୍ୟନ୍ତ ମାସକ ୧୫ରୁ ୧୭ ହଜାର ଦରମା ପାଆନ୍ତି। ପୁଣି ମିଳେନି ଡିଏ କି ଏଚଆରଏ। ଏମାନେ କାହାକୁ କହିବେ, କହିକହି ଥକିଗଲେ ବି ଶୁଣୁଛି କିଏ? ଆଉ ମାସକ ଲକ୍ଷେ ପାଉଥିବା ବିଧାୟକ ଚଳିପାରୁନାହାନ୍ତି। ତାଙ୍କୁ ନିଅଣ୍ଟ ହେଉଛି ଟଙ୍କା। ସଧାରଣ ଲୋକ କଲବଲ ହେଉଛି, ଭୋକରେ ମରୁଛି। ଆଉ ଅସଂଖ୍ୟ ସୁବିଧା ପାଉଥିବା ବିଧାୟକଙ୍କ ଦରମା ବଢ଼ିବା ନେଇ ଚର୍ଚ୍ଚା ଚାଲିଛି।

ବିଧାୟକଙ୍କୁ ଧାର ଦିଅନ୍ତୁ ଠିକା କର୍ମଚାରୀ!

bidhayak

Advertisment

ସରକାରୀ ଅଫିସରେ ଠିକା କର୍ମଚାରୀ କୁହାଯାଉଥିବା ମଣିଷ ୬ ବର୍ଷ ପର୍ଯ୍ୟନ୍ତ ମାସକ ୧୫ରୁ ୧୭ ହଜାର ଦରମା ପାଆନ୍ତି। ପୁଣି ମିଳେନି ଡିଏ କି ଏଚଆରଏ। ଏମାନେ କାହାକୁ କହିବେ, କହିକହି ଥକିଗଲେ ବି ଶୁଣୁଛି କିଏ? ଆଉ ମାସକ ଲକ୍ଷେ ପାଉଥିବା ବିଧାୟକ ଚଳିପାରୁନାହାନ୍ତି। ତାଙ୍କୁ ନିଅଣ୍ଟ ହେଉଛି ଟଙ୍କା। ସଧାରଣ ଲୋକ କଲବଲ ହେଉଛି, ଭୋକରେ ମରୁଛି। ଆଉ ଅସଂଖ୍ୟ ସୁବିଧା ପାଉଥିବା ବିଧାୟକଙ୍କ ଦରମା ବଢ଼ିବା ନେଇ ଚର୍ଚ୍ଚା ଚାଲିଛି।

Advertisment

Odisha Govt Odisha Mla Salary Odisha Contractual Workers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe