ବିଧାୟକଙ୍କ ଟେଲିଫୋନ ଖର୍ଚ୍ଚଠାରୁ ବି କମ୍ ଅଙ୍ଗନୱାଡ଼ି କର୍ମୀଙ୍କ ଦରମା। ୪୦୦ ଟଙ୍କାରେ ଗୋଟିଏ ଅନଲିମିଟେଡ ପ୍ୟାକ୍ ପକାଇଲେ ମାସେ ଯାଉଛି, ହେଲେ ବିଧାୟକଙ୍କୁ ଟେଲିଫୋନ୍ ଖର୍ଚ୍ଚ ବାବଦରେ ମାସକୁ ୮ ହଜାର ଟଙ୍କା ମିଳୁଛି। ଲକ୍ଷେ ଟଙ୍କାର ଦରମାରେ ନେତାଙ୍କ କୁଟୁମ୍ୱ ଚଳୁନି । ଓଡ଼ିଶାରେ ବିଧାୟକଙ୍କ ଧରମା ୩ ଲକ୍ଷ ହେବାକୁ ଯାଉଛି ! ଏପଟେ ସାଢ଼େ ସାତ ହଜାର ଦରମାରେ କେମିତି ଚଳୁଥିବେ ଅଙ୍ଗନୱାଡି କର୍ମୀ ।
https://youtu.be/zKBipgBF1a8
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର
୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍ବୁଲ୍ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।
National
ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ
ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।