Advertisment
ବିଧାୟକଙ୍କ ଟେଲିଫୋନ ଖର୍ଚ୍ଚଠାରୁ ବି କମ୍ ଅଙ୍ଗନୱାଡ଼ି କର୍ମୀଙ୍କ ଦରମା। ୪୦୦ ଟଙ୍କାରେ ଗୋଟିଏ ଅନଲିମିଟେଡ ପ୍ୟାକ୍ ପକାଇଲେ ମାସେ ଯାଉଛି, ହେଲେ ବିଧାୟକଙ୍କୁ ଟେଲିଫୋନ୍ ଖର୍ଚ୍ଚ ବାବଦରେ ମାସକୁ ୮ ହଜାର ଟଙ୍କା ମିଳୁଛି। ଲକ୍ଷେ ଟଙ୍କାର ଦରମାରେ ନେତାଙ୍କ କୁଟୁମ୍ୱ ଚଳୁନି । ଓଡ଼ିଶାରେ ବିଧାୟକଙ୍କ ଧରମା ୩ ଲକ୍ଷ ହେବାକୁ ଯାଉଛି ! ଏପଟେ ସାଢ଼େ ସାତ ହଜାର ଦରମାରେ କେମିତି ଚଳୁଥିବେ ଅଙ୍ଗନୱାଡି କର୍ମୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/mla-sallary-e1671091409447.jpg)