Advertisment

ବୁଡ଼ିଗଲା ମୋ ବସ୍‌

ବୁଡ଼ିଗଲା ଅଣ୍ଡରପାସ୍‌। ଫସି ରହିଲା ମୋ ବସ୍‌। ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ୧୫ ଫୁଟ୍‌ ଉଚ୍ଚର ପାଣି ଜମିରହିଛି। ଜଟଣୀରୁ ପିପିଲିକୁ ସଂଯୋଗ କରୁଥିବା ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ପାଣି ଜମି ରହିଛି। ତେବେ ଅଣ୍ଡରପାସ୍‌ରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଅଣ୍ଡରପାସ୍‌ ଦେଇ ଅତିକ୍ରମ କରୁଥିବା ମୋ ବସ୍‌ଟି ଫସି ଯାଇଥିଲା। ତେବେ ବୁଡ଼ି ଯାଇଥିବା ବସ୍‌ରୁ ଯାଚ୍ରୀଙ୍କୁ ଉଦ୍ଧାର କଲେ […]

ଅଦ୍ୟତନ ହୋଇଛି
ବୁଡ଼ିଗଲା ମୋ ବସ୍‌

budigala

Advertisment

ବୁଡ଼ିଗଲା ଅଣ୍ଡରପାସ୍‌। ଫସି ରହିଲା ମୋ ବସ୍‌। ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ୧୫ ଫୁଟ୍‌ ଉଚ୍ଚର ପାଣି ଜମିରହିଛି। ଜଟଣୀରୁ ପିପିଲିକୁ ସଂଯୋଗ କରୁଥିବା ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ପାଣି ଜମି ରହିଛି। ତେବେ ଅଣ୍ଡରପାସ୍‌ରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଅଣ୍ଡରପାସ୍‌ ଦେଇ ଅତିକ୍ରମ କରୁଥିବା ମୋ ବସ୍‌ଟି ଫସି ଯାଇଥିଲା। ତେବେ ବୁଡ଼ି ଯାଇଥିବା ବସ୍‌ରୁ ଯାଚ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।

Advertisment

Urban Flood Mo Bus Bhubaneswar Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe