Advertisment

ମୃତ୍ୟୁ ପଛର ମୋବାଇଲ କାହାଣୀ!

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କ ମୋବାଇଲକୁ ନେଇ ଚର୍ଚ୍ଚା। ପ୍ରଥମେ, ଖୋଦ୍ ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲ୍। ଯେଉଁ ମୋବାଇଲ ସମ୍ପର୍କରେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ୍ ମିଡ଼ିଆରେ ଲେଖିଥିଲେ ଧର୍ମେନ୍ଦ୍ର ଏବଂ ସାମ୍ବାଦିକ ଅକ୍ଷୟ ନାୟକଙ୍କ ମୋବାଇଲ୍। କଲ୍ ରେକର୍ଡ ଯାଞ୍ଚ କରିବା ଲାଗି ଯେଉଁ ମୋବାଇଲ୍କୁ ଜବତ କରିଛି ପୁଲିସ।

author-image
Debendra Prusty
ମୃତ୍ୟୁ ପଛର ମୋବାଇଲ କାହାଣୀ!

dharmendra

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କ ମୋବାଇଲକୁ ନେଇ ଚର୍ଚ୍ଚା। ପ୍ରଥମେ, ଖୋଦ୍ ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲ୍। ଯେଉଁ ମୋବାଇଲ ସମ୍ପର୍କରେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ୍ ମିଡ଼ିଆରେ ଲେଖିଥିଲେ ଧର୍ମେନ୍ଦ୍ର ଏବଂ ସାମ୍ବାଦିକ ଅକ୍ଷୟ ନାୟକଙ୍କ ମୋବାଇଲ୍। କଲ୍ ରେକର୍ଡ ଯାଞ୍ଚ କରିବା ଲାଗି ଯେଉଁ ମୋବାଇଲ୍କୁ ଜବତ କରିଛି ପୁଲିସ।

Advertisment

Bjd Leader Suicide Case Zilla Parishad Member Death Dharmendra Sahoo Death Minister Samir Dash