padmapur
Advertisment
ପଦ୍ମପୁର ସହରର ଭେଉଁରିଆ ଚାରିଛକ। ଭେଉଁରିଆ ଛକର ତିନିପଟେ ତିନି ରାଜନୈତିକ ଦଳ କଂଗ୍ରେସ, ବିଜେଡି ଓ ବିଜେପିର କାର୍ଯ୍ୟାଳୟ। ତେଣୁ ଯିଏ ଯୁଆଡୁ ଆସିଲେ ଭେଉଁରିଆ ଛକରେ ଭେଟ ହୁଅନ୍ତି। ତେଣୁ ଭେଉଁରିଆ ଛକରେ ବେଶ ଜମେ ରାଜନୈତିକ ଚର୍ଚ୍ଚା।