ମା'ଙ୍କ କଥା କହି କାନ୍ଦିଥିଲେ ମୋଦି

ମା’ଙ୍କ ସଂଘର୍ଷ କାହାଣୀ କହିଲା ବେଳେ ମୋଦିଙ୍କ ଆଖିରୁ ଝରି ପଡ଼ିଥିଲା ଲୁହ। ମୋଦିଙ୍କ ମା’ ହୀରାବେନ ମୋଦି କିପରି ମୋଦିଙ୍କୁ ଲାଳନ ପାଳନ କରିଥିଲେ, କିପରି ମୋଦିଙ୍କ ପାଇଁ ହୀରାବେନ ସଂଘର୍ଷ କରିଥିଲେ, ସେନେଇ ଏକ ସଭାରେ କହିଥିଲେ ମୋଦି।

modi

Debendra Prusty
  • Published: Friday, 30 December 2022
  • , Updated: 30 December 2022, 02:36 PM IST

ମା'ଙ୍କ ସଂଘର୍ଷ କାହାଣୀ କହିଲା ବେଳେ ମୋଦିଙ୍କ ଆଖିରୁ ଝରି ପଡ଼ିଥିଲା ଲୁହ। ମୋଦିଙ୍କ ମା' ହୀରାବେନ ମୋଦି କିପରି ମୋଦିଙ୍କୁ ଲାଳନ ପାଳନ କରିଥିଲେ, କିପରି ମୋଦିଙ୍କ ପାଇଁ ହୀରାବେନ ସଂଘର୍ଷ କରିଥିଲେ, ସେନେଇ ଏକ ସଭାରେ କହିଥିଲେ ମୋଦି।

https://youtu.be/cfVBdFirQNk

Related story