ସବୁ ଗୁଜବ ଚର୍ଚ୍ଚା ଆଲୋଚନାକୁ ପଛରେ ପକାଇ ଶେଷରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପୂରା ନିର୍ବାଚନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସ୍ପଷ୍ଟ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ।
https://youtu.be/a3p_8SqL-aU
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲୋନ୍ ଆପ୍ ଏଜେଣ୍ଟଙ୍କ ନିର୍ଯାତନା: ପତ୍ନୀଙ୍କ ଫଟୋକୁ ବିକୃତ କରି ଭାଇରାଲ କଲେ, ଜୀବନ ହାରିଲେ ଯୁବ ମତ୍ସ୍ୟଜୀବୀ
ଋଣ ଅର୍ଥ ଫେରସ୍ତ କରିବା ସତ୍ତ୍ୱେ ଲୋନ୍ ଆପ୍ ଏଜେଣ୍ଟମାନେ ତାଙ୍କୁ ହଇରାଣ କରିବା ବନ୍ଦ କରି ନଥିଲେ। ଆଉ ଇତି ମଧ୍ୟରେ ତାଙ୍କ ବନ୍ଧୁବାନ୍ଧବ ଓ ପରିବାର ଲୋକେ ନରେନ୍ଦ୍ରଙ୍କୁ ଫୋନ୍ କରି ତାଙ୍କ ପତ୍ନୀଙ୍କ ଉକ୍ତ ବିକୃତ ଫଟୋ ଗୁଡ଼ିକ ସଂପର୍କରେ ପଚରାପଚରି କରିଥିଲେ।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Politics
ମହାରାଷ୍ଟ୍ରରେ EVM ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି ଗ୍ରାମ କମିଟି
ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି 'ଇଣ୍ଡିଆ' ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି।
National
ଜଗଦୀପ ଧନଖଡ଼ ହେଉଛନ୍ତି ସରକାରଙ୍କର ଜଣେ ବଡ଼ ମୁଖପାତ୍ର: ମଲ୍ଲିକାର୍ଜୁନ ଖଡଗେ
ଏହା କହିବାରେ ମୁଁ ଆଦୌ ସଙ୍କୋଚ କରୁ ନାହିଁ ଯେ ରାଜ୍ୟସଭାରେ ସବୁଠୁ ଅଧିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ନିଜେ ଏହାର ଅଧ୍ୟକ୍ଷ। ତାଙ୍କ କାର୍ଯ୍ୟ ଶୈଳୀ ଦେଶର ସମ୍ମାନକୁ ନଷ୍ଟ କରିଛି।
Politics
ସଂସଦ ଚାଲିବା ଜରୁରୀ କହିଲେ ରାହୁଲ; କଟାକ୍ଷ କଲା TMC
ଇଣ୍ଡିଆ ମେଣ୍ଟରେ ଫାଟ ସଂସଦରେ ମଧ୍ୟ ଆଁ କଲାଣି। ସଂସଦ ଚାଲିବା ଜରୁରୀ ବୋଲି ରାହୁଲ ଗାନ୍ଧୀ କହିଥିବାବେଳେ ବିଜେପି ଓ କଂଗ୍ରେସ ଇଚ୍ଛାରେ ଗୃହ ଚାଲୁଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ।