Advertisment

ସାବଧାନ ସରକାର !

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କେନ୍ଦ୍ର ସରକାରକୁ ସତର୍କ କରାଇ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ସାରା ଦେଶରେ ଏକ ସନ୍ତୁଳିତ ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନାଗପୁରଠାରେ ସଂଘର ବାର୍ଷିକ ବିଜୟା ଦଶମୀ ଉତ୍ସବରେ ସେ ଏଭଳି ବୟାନ ଦେଇଛନ୍ତି।

author-image
Debendra Prusty
ସାବଧାନ ସରକାର !

bhagawat

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କେନ୍ଦ୍ର ସରକାରକୁ ସତର୍କ କରାଇ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ସାରା ଦେଶରେ ଏକ ସନ୍ତୁଳିତ ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନାଗପୁରଠାରେ ସଂଘର ବାର୍ଷିକ ବିଜୟା ଦଶମୀ ଉତ୍ସବରେ ସେ ଏଭଳି ବୟାନ ଦେଇଛନ୍ତି।

Advertisment

Balanced Population Mohan Bhagawat Population Policy