Advertisment

ପଦ୍ମପୁରରେ ଟଙ୍କା ଓ ନିଶା ଔଷଧ ଜବତ

ନଗଦ ୩ ଲକ୍ଷ ୧ ହଜାର ଟଙ୍କା ସହ ୫ ଲକ୍ଷ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ। ଉପ ନିର୍ବାଚନ ସମୟରେ ବିପୁଳ ପରିମାଣର ନିଶା ଔଷଧ ସହ ଟଙ୍କା ଜବତ। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନ ତତ୍ପର ରହିଥିବା ବେଳେ ପ୍ରଶାସନକୁ ଚକମା ଦେଲା ଭଲିଆ ଘଟଣା ଦେଖିବାକୁ ମିଳୁଛି। ପଦ୍ମପୁର ଅବକାରୀ ଥାନା ତାଲପାଲି ଛକଠାରେ ମନୋଜ କୁମାର ବାଜପେୟୀଙ୍କଠାରୁ ତିନି ଲକ୍ଷ ଦଶ ହଜାର ଟଙ୍କା ନଗଦ ସହ ୧୫୦ ଗୋଟି […]

ପଦ୍ମପୁରରେ ଟଙ୍କା ଓ ନିଶା ଔଷଧ ଜବତ

money

Advertisment

ନଗଦ ୩ ଲକ୍ଷ ୧ ହଜାର ଟଙ୍କା ସହ ୫ ଲକ୍ଷ ଟଙ୍କା ମୂଲ୍ୟର ନିଶା ଔଷଧ ଜବତ। ଉପ ନିର୍ବାଚନ ସମୟରେ ବିପୁଳ ପରିମାଣର ନିଶା ଔଷଧ ସହ ଟଙ୍କା ଜବତ। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନ ତତ୍ପର ରହିଥିବା ବେଳେ ପ୍ରଶାସନକୁ ଚକମା ଦେଲା ଭଲିଆ ଘଟଣା ଦେଖିବାକୁ ମିଳୁଛି। ପଦ୍ମପୁର ଅବକାରୀ ଥାନା ତାଲପାଲି ଛକଠାରେ ମନୋଜ କୁମାର ବାଜପେୟୀଙ୍କଠାରୁ ତିନି ଲକ୍ଷ ଦଶ ହଜାର ଟଙ୍କା ନଗଦ ସହ ୧୫୦ ଗୋଟି କଫ ସିରଫ, ୫୯୦ ଗୋଟି ନିଶା ଇଂଜେକସନ ଜବତ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି।

Advertisment

Padmapur Odisha By Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe