Advertisment

ଟଙ୍କା ବିଜେଡିକୁ ଜିତାଇପାରେ

ବିଜୁ ଜନତା ଦଳ ଟଙ୍କା ବାଣ୍ଟିଛି। ପ୍ରଶାସନ ଏବଂ ପୁଲିସ ବିଜେଡିକୁ ସାହାଯ୍ୟ କରିଛି। ତେଣୁ ବିଜେଡି ୩ରୁ ୫ ହଜାର ଭୋଟରେ ପଦ୍ମପୁରରେ ଜିତିପାରେ ବୋଲି କହିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ।

author-image
Jitendra Garnayak
ଅଦ୍ୟତନ ହୋଇଛି

PadampurBypoll