‘ଏଠି ପଇସା କାମ କରିବ ନାହିଁ’

ଭଦ୍ରକ ମାଟିରେ ପଇସା କାମ କରିବ ନାହିଁ। ଏଭଳି କହିଛନ୍ତି ରାଜେନ୍ଦ୍ର ଦାସ। ତେବେ କାହିଁକି ଏଭଳି କହିଲେ ଜାଣନ୍ତୁ।