Advertisment

ଛାନିଆ ହେଲେ, ବନ୍ଦ କଲେ

ମୋର୍ବି ଘଟଣାରେ ହଠାତ୍ ଛାନିଆ ହୋଇଗଲା କଟକ ଜିଲ୍ଲା ପ୍ରଶାସନ। ତତକ୍ଷଣାତ ମନେ ପଡ଼ିଗଲା ଧବଳେଶ୍ୱର ଝୁଲାପୋଲ କଥା। ହଠାତ ପୋଲ ମରାମତି କଥା ମନକୁ ଆସିଲା। ଜିଲ୍ଲାପାଳ ଗଲେ ନନାଙ୍କୁ ଧମକାଇଲେ ଆଉ ଭକ୍ତଙ୍କୁ ବାରଣ କରିଦେଲେ।

ଛାନିଆ ହେଲେ, ବନ୍ଦ କଲେ

morbi fear

Advertisment

ମୋର୍ବି ଘଟଣାରେ ହଠାତ୍ ଛାନିଆ ହୋଇଗଲା କଟକ ଜିଲ୍ଲା ପ୍ରଶାସନ। ତତକ୍ଷଣାତ ମନେ ପଡ଼ିଗଲା ଧବଳେଶ୍ୱର ଝୁଲାପୋଲ କଥା। ହଠାତ ପୋଲ ମରାମତି କଥା ମନକୁ ଆସିଲା। ଜିଲ୍ଲାପାଳ ଗଲେ ନନାଙ୍କୁ ଧମକାଇଲେ ଆଉ ଭକ୍ତଙ୍କୁ ବାରଣ କରିଦେଲେ।

Advertisment

Dhabaleswar Suspension Bridge Morbi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe