Advertisment

ପୁଅ କାନ୍ଦୁଛି, ମା’ ଝୁଲୁଛି

ଗୋଟିଏ ପଟେ ପୁଅ କାନ୍ଦୁଛି, ଅନ୍ୟପଟେ ମାଆର ମୃତଦେହ ଝୁଲୁଛି। ହସଖୁସିର ସଂସାର ଭିତରେ କାହିଁକି ଘଟିଲା ଏତେ ବଡ଼ ଅଘଟଣ? ବାପଘର ଲୋକେ କହୁଛନ୍ତି ହତ୍ୟା, ଶାଶୂଘର ଲୋକେ କହୁଛନ୍ତି ଆତ୍ମହତ୍ୟା। କୁନି ପୁଅକୁ ଏବେ କିଏ ଦେବ ମାଆର ସ୍ନେହ?

author-image
Debendra Prusty
ପୁଅ କାନ୍ଦୁଛି, ମା’ ଝୁଲୁଛି

mother

ଗୋଟିଏ ପଟେ ପୁଅ କାନ୍ଦୁଛି, ଅନ୍ୟପଟେ ମାଆର ମୃତଦେହ ଝୁଲୁଛି। ହସଖୁସିର ସଂସାର ଭିତରେ କାହିଁକି ଘଟିଲା ଏତେ ବଡ଼ ଅଘଟଣ? ବାପଘର ଲୋକେ କହୁଛନ୍ତି ହତ୍ୟା, ଶାଶୂଘର ଲୋକେ କହୁଛନ୍ତି ଆତ୍ମହତ୍ୟା। କୁନି ପୁଅକୁ ଏବେ କିଏ ଦେବ ମାଆର ସ୍ନେହ?

Advertisment

Suicide Mother's Suicide