ଦେଶ news ‘ମା’ ମୋ ପାଟିରେ ବିଷ ଦେଇଦେଲା’ ଚାରି ବର୍ଷର କୁନି ଛୁଆ। ଛନ୍ଦ-କପଟ କିଛି ଜଣାନାହିଁ। ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଥିବା କୁନି ପିଲାଟି କହୁଛି, ମା’ ତା ପାଟିରେ ବିଷ ଦେଇଦେଲା। ଖରାପ ଲାଗିବାରୁ, ସେ ବାନ୍ତି କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ। Debendra Prusty 04 Aug 2022 12:53 IST bissaଚାରି ବର୍ଷର କୁନି ଛୁଆ। ଛନ୍ଦ-କପଟ କିଛି ଜଣାନାହିଁ। ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଥିବା କୁନି ପିଲାଟି କହୁଛି, ମା’ ତା ପାଟିରେ ବିଷ ଦେଇଦେଲା। ଖରାପ ଲାଗିବାରୁ, ସେ ବାନ୍ତି କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ।Advertisment Odisha Reporter Mother Poison Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ