bissa
Advertisment
ଚାରି ବର୍ଷର କୁନି ଛୁଆ। ଛନ୍ଦ-କପଟ କିଛି ଜଣାନାହିଁ। ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଥିବା କୁନି ପିଲାଟି କହୁଛି, ମା’ ତା ପାଟିରେ ବିଷ ଦେଇଦେଲା। ଖରାପ ଲାଗିବାରୁ, ସେ ବାନ୍ତି କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ।