Advertisment

ବୋହୂର ଧାରଣା ଦେଖି ଶାଶୁର ଆତ୍ମହତ୍ୟା

ବୋହୂ ଘର ଆଗରେ ଧାରଣା ଦେଲା ବୋଲି ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଗଞ୍ଜାମ ଏନ୍ଏସିର ମଧ୍ୟ ଖଣ୍ଡସାହିରେ। ମୃତ ମହିଳାଙ୍କ ନାଁ ସୁଷମା ପଣ୍ଡା।

author-image
Debendra Prusty
ବୋହୂର ଧାରଣା ଦେଖି ଶାଶୁର ଆତ୍ମହତ୍ୟା

bohu

ବୋହୂ ଘର ଆଗରେ ଧାରଣା ଦେଲା ବୋଲି ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଗଞ୍ଜାମ ଏନ୍ଏସିର ମଧ୍ୟ ଖଣ୍ଡସାହିରେ। ମୃତ ମହିଳାଙ୍କ ନାଁ ସୁଷମା ପଣ୍ଡା।

Advertisment

Odisha Reporter Mother In Law Commits Suicide