ବୋହୂର ଧାରଣା ଦେଖି ଶାଶୁର ଆତ୍ମହତ୍ୟା

ବୋହୂ ଘର ଆଗରେ ଧାରଣା ଦେଲା ବୋଲି ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଗଞ୍ଜାମ ଏନ୍ଏସିର ମଧ୍ୟ ଖଣ୍ଡସାହିରେ। ମୃତ ମହିଳାଙ୍କ ନାଁ ସୁଷମା ପଣ୍ଡା।