ଦେଶ news ଏମିତି ପୁଅ କାହାକୁ ନମିଳୁ ନିଶାଶକ୍ତ ପୁଅ ରତିନ ବେହେରାର ଏହି ଉନ୍ମତ କାଣ୍ଡ। ପାଣି ଦେବାରେ ବିଳମ୍ବ ହେବାରୁ ମାକୁ କାଠ ଫାଳିଆ ମାଡ଼। ଘଟଣାସ୍ଥଳରେ ମା ସତ୍ୟଭାମା ବେହେରାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ଵର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗାଁରେ ଘଟିଛି ଏହି ଘଟଣା। Pujarani Nayak 10 Apr 2022 17:32 IST balasoreନିଶାଶକ୍ତ ପୁଅ ରତିନ ବେହେରାର ଏହି ଉନ୍ମତ କାଣ୍ଡ। ପାଣି ଦେବାରେ ବିଳମ୍ବ ହେବାରୁ ମାକୁ କାଠ ଫାଳିଆ ମାଡ଼। ଘଟଣାସ୍ଥଳରେ ମା ସତ୍ୟଭାମା ବେହେରାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ଵର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗାଁରେ ଘଟିଛି ଏହି ଘଟଣା।Advertisment Odisha Reporter Balasore Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ