balasore
Advertisment
ନିଶାଶକ୍ତ ପୁଅ ରତିନ ବେହେରାର ଏହି ଉନ୍ମତ କାଣ୍ଡ। ପାଣି ଦେବାରେ ବିଳମ୍ବ ହେବାରୁ ମାକୁ କାଠ ଫାଳିଆ ମାଡ଼। ଘଟଣାସ୍ଥଳରେ ମା ସତ୍ୟଭାମା ବେହେରାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ଵର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗାଁରେ ଘଟିଛି ଏହି ଘଟଣା।