Advertisment

ତୋ ମାଆ ପଣିଆକୁ ଧିକ୍…

କେନ୍ଦ୍ରାପଡା ଜିଲ୍ଲା ଚାରି ନମ୍ବର ଓ୍ବାର୍ଡର ସରୋଜକାନ୍ତ ପତି। ବାଲିଆ ଭାଗବତପୁର ଗାଁର ସୌଦାମିନୀ ତ୍ରିପାଠୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ପାରିବାରିକ ବିବାଦ କାରଣରୁ ଭିନ୍ନକ୍ଷମ ପୁଅକୁ ଛାଡି ସୌଦାମିନୀ ଶାଶୁଘର ଛାଡି ଚାଲିଗଲେ। ପୁଣି ଓଲଟା ଶ୍ବଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଭଳି ସଂଗୀନ ଅଭିଯୋଗ କରିଛନ୍ତି।

author-image
Pujarani Nayak
ଅଦ୍ୟତନ ହୋଇଛି
ତୋ ମାଆ ପଣିଆକୁ ଧିକ୍…

page

କେନ୍ଦ୍ରାପଡା ଜିଲ୍ଲା ଚାରି ନମ୍ବର ଓ୍ବାର୍ଡର ସରୋଜକାନ୍ତ ପତି। ବାଲିଆ ଭାଗବତପୁର ଗାଁର ସୌଦାମିନୀ ତ୍ରିପାଠୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ପାରିବାରିକ ବିବାଦ କାରଣରୁ ଭିନ୍ନକ୍ଷମ ପୁଅକୁ ଛାଡି ସୌଦାମିନୀ ଶାଶୁଘର ଛାଡି ଚାଲିଗଲେ। ପୁଣି ଓଲଟା ଶ୍ବଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଭଳି ସଂଗୀନ ଅଭିଯୋଗ କରିଛନ୍ତି।

Advertisment

Odisha Reporter