Advertisment

ଶବ ସାଥିରେ ଅପରାଜିତା….

ବିପଦ ସମୟରେ ଯିଏ ପାଖରେ ଛିଡା ହୁଅନ୍ତି, ସେମାନେ ହିଁ ପ୍ରକୃତ ବନ୍ଧୁ। ଏ କଥା ବି କୁହାଯାଉଛି, ବିପଦ ଆପଦ ସମୟରେ ଯେଉଁ ନେତା ବା ନେତ୍ରୀ ଆସି ଦୁଆର ମୁହଁରେ ପହଞ୍ଚନ୍ତି, ସେମାନେ ହିଁ ପ୍ରକୃତ ଜନପ୍ରତିନିଧି। ଘର ଦୁଆରେ ପଡିଛି ଶବ, ଦାଣ୍ଡ ଦୁଆରେ ଖୁଣ୍ଟ ଧରି ଛିଡା ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

author-image
Pujarani Nayak
ଶବ ସାଥିରେ ଅପରାଜିତା….

page

ବିପଦ ସମୟରେ ଯିଏ ପାଖରେ ଛିଡା ହୁଅନ୍ତି, ସେମାନେ ହିଁ ପ୍ରକୃତ ବନ୍ଧୁ। ଏ କଥା ବି କୁହାଯାଉଛି, ବିପଦ ଆପଦ ସମୟରେ ଯେଉଁ ନେତା ବା ନେତ୍ରୀ ଆସି ଦୁଆର ମୁହଁରେ ପହଞ୍ଚନ୍ତି, ସେମାନେ ହିଁ ପ୍ରକୃତ ଜନପ୍ରତିନିଧି। ଘର ଦୁଆରେ ପଡିଛି ଶବ, ଦାଣ୍ଡ ଦୁଆରେ ଖୁଣ୍ଟ ଧରି ଛିଡା ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment

Odisha Reporter Aparajita Sadangi