/odisha-reporter/media/post_attachments/uploads/2022/11/dance.jpg)
dance
ସୁରଙ୍କ ନାଚକୁ ଦେଖି ନାଚିଲେ ମୁନା। ଧାମନଗର ଉପନିର୍ବାଚନରେ ପ୍ରଚାର ପାଇଁ ଯାଇଥିବା କଂଗ୍ରେସ ଏବଂ ବିଜେଡି ନେତା ପ୍ରଚାର କରୁଛନ୍ତି। ସେହି ସମୟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେଡି ସାଂସଦ ମୁନା ଖାଁ ସାମ୍ନାସମ୍ନି ହୋଇଥିଲେ। ସେହି ସମୟରେ ବିଧାୟକ ସୁରେଶ ରାଉତରାୟ ନାଚିଥିବା ବେଳେ ସୁରଙ୍କୁ ଦେଖି ସାଂସଦ ମୁନା ଖାଁ ମଧ୍ୟ ନାଚିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
