Advertisment

ସାଧୁ ବେଶରେ ଆସି ନେତାଙ୍କୁ ହାଣିଲେ

ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଆସିଥିବା ଏହି ସିସିଟିଭି ଭିଜୁଆଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତେଲଗୁ ଦେଶମ ପାର୍ଟିର ନେତା ଶେଷଗିରି ରାଓଙ୍କ ଘରକୁ ସାଧୁ ବେଶରେ ଆସିଛି ଏବଂ ସୁଯୋଗ ପାଇ ଖଣ୍ଡାରେ ଆକ୍ରମଣ କରିଛି।

author-image
Debendra Prusty
ସାଧୁ ବେଶରେ ଆସି ନେତାଙ୍କୁ ହାଣିଲେ

murder

ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଆସିଥିବା ଏହି ସିସିଟିଭି ଭିଜୁଆଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତେଲଗୁ ଦେଶମ ପାର୍ଟିର ନେତା ଶେଷଗିରି ରାଓଙ୍କ ଘରକୁ ସାଧୁ ବେଶରେ ଆସିଛି ଏବଂ ସୁଯୋଗ ପାଇ ଖଣ୍ଡାରେ ଆକ୍ରମଣ କରିଛି।

Advertisment

Killer Saint Murderer Disguised Telenganan Leader Killed