Advertisment

ହାତ ଧରିଲେ ଗୁଡ଼ଲି ରଥ

କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ। ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ। ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ ଏବଂ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରୁ ଅନୁପ୍ରାଣିତ ହୋଇ କଂଗ୍ରେସ ହାତ ଧରିଲେ ବୋଲି କହିଛନ୍ତି ଗୁଡ଼ଲି ରଥ।

author-image
Debendra Prusty
ହାତ ଧରିଲେ ଗୁଡ଼ଲି ରଥ

goodly

କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ। ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ। ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ ଏବଂ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରୁ ଅନୁପ୍ରାଣିତ ହୋଇ କଂଗ୍ରେସ ହାତ ଧରିଲେ ବୋଲି କହିଛନ୍ତି ଗୁଡ଼ଲି ରଥ।

Advertisment

Congress Goodly Ratha Chellakumar