ପୂଜା କମିଟିରେ ମୁସଲମାନ କର୍ତ୍ତା

ପୂଜା କମିଟିରେ ମୁସଲମାନ କର୍ତ୍ତା। ଭାଇଚାରାର ସହର କଟକ। ଏଠି ହିନ୍ଦୁ ମୁସଲିମ୍‌ ଭାଇଭାଇ। ମା’ଙ୍କ କାର୍ଯ୍ୟରେ ଏଠି ନିୟୋଜିତ ହୋଇଥାନ୍ତି ମୁସଲିମ୍‌। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମାଲଗୋଦାମ ପୂଜା କମିଟିର ସଦସ୍ୟ।