Advertisment

ମୁସଲିମ୍ ବାବାଙ୍କ କଣ୍ଠରେ ଭଜନ

ରଥଟଣା ଚାଲିଥାଏ। ଘଣ୍ଟ ଶଙ୍ଖ ଧ୍ୱନି ଭିତରେ ହରିବୋଳ ହୁଳହୁଳିରେ ଚାରିଆଡେ ପ୍ରକମ୍ପିତ ହେଉଥାଏ। ଏହି କୋଳାହୋଳ ମଧ୍ୟରେ ଧିମାଧିମା ସ୍ୱରରେ ଭାସିଆସୁଥାଏ ହିନ୍ଦୀ ଭଜନ। ସେ ଭଜନ ପୁଣି ଜଣେ ମୁସଲିମ୍ ବାବାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି।

author-image
Debendra Prusty
ମୁସଲିମ୍ ବାବାଙ୍କ କଣ୍ଠରେ ଭଜନ

bhajan

ରଥଟଣା ଚାଲିଥାଏ। ଘଣ୍ଟ ଶଙ୍ଖ ଧ୍ୱନି ଭିତରେ ହରିବୋଳ ହୁଳହୁଳିରେ ଚାରିଆଡେ ପ୍ରକମ୍ପିତ ହେଉଥାଏ। ଏହି କୋଳାହୋଳ ମଧ୍ୟରେ ଧିମାଧିମା ସ୍ୱରରେ ଭାସିଆସୁଥାଏ ହିନ୍ଦୀ ଭଜନ। ସେ ଭଜନ ପୁଣି ଜଣେ ମୁସଲିମ୍ ବାବାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି।

Advertisment

Hindu Bhajan Muslim Cleric