ମୁସଲିମ୍ ବାବାଙ୍କ କଣ୍ଠରେ ଭଜନ

ରଥଟଣା ଚାଲିଥାଏ। ଘଣ୍ଟ ଶଙ୍ଖ ଧ୍ୱନି ଭିତରେ ହରିବୋଳ ହୁଳହୁଳିରେ ଚାରିଆଡେ ପ୍ରକମ୍ପିତ ହେଉଥାଏ। ଏହି କୋଳାହୋଳ ମଧ୍ୟରେ ଧିମାଧିମା ସ୍ୱରରେ ଭାସିଆସୁଥାଏ ହିନ୍ଦୀ ଭଜନ। ସେ ଭଜନ ପୁଣି ଜଣେ ମୁସଲିମ୍ ବାବାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି।

bhajan

Debendra Prusty
  • Published: Wednesday, 06 July 2022
  • , Updated: 06 July 2022, 05:28 PM IST

ରଥଟଣା ଚାଲିଥାଏ। ଘଣ୍ଟ ଶଙ୍ଖ ଧ୍ୱନି ଭିତରେ ହରିବୋଳ ହୁଳହୁଳିରେ ଚାରିଆଡେ ପ୍ରକମ୍ପିତ ହେଉଥାଏ। ଏହି କୋଳାହୋଳ ମଧ୍ୟରେ ଧିମାଧିମା ସ୍ୱରରେ ଭାସିଆସୁଥାଏ ହିନ୍ଦୀ ଭଜନ। ସେ ଭଜନ ପୁଣି ଜଣେ ମୁସଲିମ୍ ବାବାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି।

https://youtu.be/cKwh_1ePsn8

Related story