‘ବାପା ରିକ୍ସା ଚଲାଇ ମୋତେ ପାଠ ପଢ଼ାଇଥିଲେ’
”ଛୋଟ ବେଳେ ବହୁ କଷ୍ଟରେ ପାଠ ପଢିଥିଲି….ବାପା ରିକ୍ସା ଚଲାଇଲେ ଆମ ପରିବାର ଚଳୁଥିଲା”। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବାସୁଦେବପୁର ବ୍ଲକ ବାଗଦା ବିନାୟକପୁର ଗାଁର ମାଧୁରୀ ବେହେରା ୧୭୪ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମାଧୁରୀ।
''ଛୋଟ ବେଳେ ବହୁ କଷ୍ଟରେ ପାଠ ପଢିଥିଲି....ବାପା ରିକ୍ସା ଚଲାଇଲେ ଆମ ପରିବାର ଚଳୁଥିଲା''। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବାସୁଦେବପୁର ବ୍ଲକ ବାଗଦା ବିନାୟକପୁର ଗାଁର ମାଧୁରୀ ବେହେରା ୧୭୪ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମାଧୁରୀ।
https://youtu.be/Ko8-V5wH6E0