Advertisment

‘ବାପା ରିକ୍ସା ଚଲାଇ ମୋତେ ପାଠ ପଢ଼ାଇଥିଲେ’

”ଛୋଟ ବେଳେ ବହୁ କଷ୍ଟରେ ପାଠ ପଢିଥିଲି….ବାପା ରିକ୍ସା ଚଲାଇଲେ ଆମ ପରିବାର ଚଳୁଥିଲା”। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବାସୁଦେବପୁର ବ୍ଲକ ବାଗଦା ବିନାୟକପୁର ଗାଁର ମାଧୁରୀ ବେହେରା ୧୭୪ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମାଧୁରୀ।

‘ବାପା ରିକ୍ସା ଚଲାଇ ମୋତେ ପାଠ ପଢ଼ାଇଥିଲେ’

oas

Advertisment

''ଛୋଟ ବେଳେ ବହୁ କଷ୍ଟରେ ପାଠ ପଢିଥିଲି....ବାପା ରିକ୍ସା ଚଲାଇଲେ ଆମ ପରିବାର ଚଳୁଥିଲା''। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବାସୁଦେବପୁର ବ୍ଲକ ବାଗଦା ବିନାୟକପୁର ଗାଁର ମାଧୁରୀ ବେହେରା ୧୭୪ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମାଧୁରୀ।

Advertisment

Oas Ocs Exam Ocs Result Rickshaw Puller's Daughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe