/odisha-reporter/media/post_attachments/uploads/2022/07/puti.jpg)
puti
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀଙ୍କ ଅଭିଭାଷଣକୁ ନେଇ ଏବେ ସବୁଠି ପ୍ରଶଂସା। ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଥିବା ଓଡ଼ିଆପଣଙ୍କୁ ନେଇ ଓଡ଼ିଶାବାସୀ ଗର୍ବିତ। ତାଙ୍କ ମାଆବାପା ଦ୍ରୌପଦୀ ନାଁ ଦେଇନଥିଲେ। ଦ୍ରୌପଦୀଙ୍କ ପ୍ରକୃତ ନାଁ ଥିଲା ପୁଟି। ଏହି ନାଁରେ ହିଁ ସେ ଛୋଟବେଳେ ଗାଁରେ ପରିଚିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
