/odisha-reporter/media/post_attachments/uploads/2022/11/dipali.jpg)
dipali
ଏବେ ଠାରୁ ନବ ବାବୁ କଲେଣି ଝିଅ ଦୀପାଳି ଦାସଙ୍କ ପାଇଁ ବଡ଼ ଯୋଜନା। ଝିଅକୁ ବରଗଡ଼ ଲୋକସଭା ଆସନରେ ଛିଡ଼ା କରିବା ପାଇଁ ବୋଧେ ଯୋଜନା କରୁଛନ୍ତି ନବ। ଯଦି ଝିଅ ଦୀପାଳି ବରଗଡ଼ ଲୋକସଭା ଆସନରୁ ଲଢ଼ନ୍ତି ତେବେ ବ୍ରଜରାଜନଗର ଆସନରେ ତାଙ୍କର ଜଣେ ବାହାର ଦଳର ବନ୍ଧୁଙ୍କୁ ଦଳରେ ସାମିଲ କରି ଟିକେଟ୍ ପାଇଁ ଲବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
