Advertisment

ନଡ୍ଡା ପଚାରିଲେ କିଏ ଚଳାଉଛି ସରକାର?

ନଡ୍ଡା ପଚାରିଲେ ଓଡ଼ିଶାକୁ ଚଳାଉଛି କିଏ ବୁଝି ହେଉନି। ଲୋକେ କହିଦେଲେ ତାମିଲ …ତାମିଲ। ବିଜେପି ନେତା କହିଲେ ଧୃତରାଷ୍ଚ୍ର ଶାସନ କଥା। ଜୁଏଲ କହିଥିଲେ ନବୀନ ଧୃତରାଷ୍ଚ୍ର ଆଉ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍। ବିଜେପିର ଟାର୍ଗେଟରେ ଏବେ ଛାୟା ସରକାର।

author-image
Debendra Prusty
ନଡ୍ଡା ପଚାରିଲେ କିଏ ଚଳାଉଛି ସରକାର?

nadda

ନଡ୍ଡା ପଚାରିଲେ ଓଡ଼ିଶାକୁ ଚଳାଉଛି କିଏ ବୁଝି ହେଉନି। ଲୋକେ କହିଦେଲେ ତାମିଲ ...ତାମିଲ। ବିଜେପି ନେତା କହିଲେ ଧୃତରାଷ୍ଚ୍ର ଶାସନ କଥା। ଜୁଏଲ କହିଥିଲେ ନବୀନ ଧୃତରାଷ୍ଚ୍ର ଆଉ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍। ବିଜେପିର ଟାର୍ଗେଟରେ ଏବେ ଛାୟା ସରକାର।

Advertisment

BjD Bjp Naveen Patnaik Nadda Pandian