Advertisment

ଇସ୍ତଫା ଦେଲେ ନରସିଂହ !

ବିଧାୟକ ଓ ପ୍ରଭାରୀଙ୍କୁ ବ୍ଲାକମେଲ କରୁ ନାହାନ୍ତି ତ ନରସିଂହ ? ସତରେ କଣ ପଦ ଛାଡିବାକୁ ଆଗ୍ରହୀ ଥିଲେ ନା ଚାପରେ ଚେପା ହୋଇଗଲେ। ପ୍ରଭାରୀଙ୍କ ଆଗରେ ନରସିଂହଙ୍କ ବିରୋଧରେ ସବୁ କଥା ଖୋଲାଖୋଲି କହିଛନ୍ତି ବିଧାୟକ। ଉଭୟ ସଭାପତି ଓ ବିଧାୟକ ଦଳର ନେତାଙ୍କୁ ହଟାଇବାକୁ ଦାବି କରିଛନ୍ତି।

author-image
Pujarani Nayak
ଇସ୍ତଫା ଦେଲେ ନରସିଂହ !

page 2

ବିଧାୟକ ଓ ପ୍ରଭାରୀଙ୍କୁ ବ୍ଲାକମେଲ କରୁ ନାହାନ୍ତି ତ ନରସିଂହ ? ସତରେ କଣ ପଦ ଛାଡିବାକୁ ଆଗ୍ରହୀ ଥିଲେ ନା ଚାପରେ ଚେପା ହୋଇଗଲେ। ପ୍ରଭାରୀଙ୍କ ଆଗରେ ନରସିଂହଙ୍କ ବିରୋଧରେ ସବୁ କଥା ଖୋଲାଖୋଲି କହିଛନ୍ତି ବିଧାୟକ। ଉଭୟ ସଭାପତି ଓ ବିଧାୟକ ଦଳର ନେତାଙ୍କୁ ହଟାଇବାକୁ ଦାବି କରିଛନ୍ତି।

Advertisment

Odisha Reporter Narasingha Mishra