ଇସ୍ତଫା ଦେଲେ ନରସିଂହ !

ବିଧାୟକ ଓ ପ୍ରଭାରୀଙ୍କୁ ବ୍ଲାକମେଲ କରୁ ନାହାନ୍ତି ତ ନରସିଂହ ? ସତରେ କଣ ପଦ ଛାଡିବାକୁ ଆଗ୍ରହୀ ଥିଲେ ନା ଚାପରେ ଚେପା ହୋଇଗଲେ। ପ୍ରଭାରୀଙ୍କ ଆଗରେ ନରସିଂହଙ୍କ ବିରୋଧରେ ସବୁ କଥା ଖୋଲାଖୋଲି କହିଛନ୍ତି ବିଧାୟକ। ଉଭୟ ସଭାପତି ଓ ବିଧାୟକ ଦଳର ନେତାଙ୍କୁ ହଟାଇବାକୁ ଦାବି କରିଛନ୍ତି।