Advertisment

ବିଶ୍ୱ କରୁଛି ପ୍ରଶଂସା

ଅପରେଶନ ଗଙ୍ଗା। ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ ଅପରେଶନ। ପ୍ରାୟ 20 ହଜାର ଭାରତୀୟ ସୁରକ୍ଷିତ ଭାବରେ ଫେରିଲେଣି। ଆଉ ଏହି ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସବୁଆଡୁ ଛୁଟୁଛି ପ୍ରଶଂସା।

author-image
Pujarani Nayak
ବିଶ୍ୱ କରୁଛି ପ୍ରଶଂସା

OR Website

ଅପରେଶନ ଗଙ୍ଗା। ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ ଅପରେଶନ। ପ୍ରାୟ 20 ହଜାର ଭାରତୀୟ ସୁରକ୍ଷିତ ଭାବରେ ଫେରିଲେଣି। ଆଉ ଏହି ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସବୁଆଡୁ ଛୁଟୁଛି ପ୍ରଶଂସା।

Advertisment

Odisha Reporter Narendra Modi Mission Ganga