Advertisment

ବିଶ୍ୱ କରୁଛି ପ୍ରଶଂସା

ଅପରେଶନ ଗଙ୍ଗା। ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ ଅପରେଶନ। ପ୍ରାୟ 20 ହଜାର ଭାରତୀୟ ସୁରକ୍ଷିତ ଭାବରେ ଫେରିଲେଣି। ଆଉ ଏହି ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସବୁଆଡୁ ଛୁଟୁଛି ପ୍ରଶଂସା।

ବିଶ୍ୱ କରୁଛି ପ୍ରଶଂସା

OR Website

Advertisment

ଅପରେଶନ ଗଙ୍ଗା। ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ ଅପରେଶନ। ପ୍ରାୟ 20 ହଜାର ଭାରତୀୟ ସୁରକ୍ଷିତ ଭାବରେ ଫେରିଲେଣି। ଆଉ ଏହି ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସବୁଆଡୁ ଛୁଟୁଛି ପ୍ରଶଂସା।

Advertisment

Odisha Reporter Mission Ganga Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe