Advertisment

‘ଧାମନଗରରେ ବିଜେଡିକୁ ଭୋଟ ମନା’

ଧାମନଗର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ମଟର ସାଇକେଲ ରାଲି। ଚାଷୀଙ୍କୁ ରାଜଧାନୀ ମନା ତ ବିଜେଡିକୁ ଧାମନଗରରେ ଭୋଟ ମନା। ଧାମନଗର ଛକରୁ ବାହାରି ବ୍ଲକ ଛକ ସେଠାରୁ ଦୋବଲ, ଦୋବଲରୁ ଧୂଷୂରୀ। ବିଶାଳ ବାଇକ ଶୋଭାଯାତ୍ରା ଆୟୋଜନ କରିଥିଲା ନବନିର୍ମାଣ କୃଷକ ସଂଗଠନ।

author-image
Debendra Prusty
‘ଧାମନଗରରେ ବିଜେଡିକୁ ଭୋଟ ମନା’

krushak

ଧାମନଗର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ମଟର ସାଇକେଲ ରାଲି। ଚାଷୀଙ୍କୁ ରାଜଧାନୀ ମନା ତ ବିଜେଡିକୁ ଧାମନଗରରେ ଭୋଟ ମନା। ଧାମନଗର ଛକରୁ ବାହାରି ବ୍ଲକ ଛକ ସେଠାରୁ ଦୋବଲ, ଦୋବଲରୁ ଧୂଷୂରୀ। ବିଶାଳ ବାଇକ ଶୋଭାଯାତ୍ରା ଆୟୋଜନ କରିଥିଲା ନବନିର୍ମାଣ କୃଷକ ସଂଗଠନ।

Advertisment

Dhamnagar Bye Poll Nava Nirmana Krushak Sangathan