ଗହଳି କନ୍ଦାଇଲା ଲୋକଙ୍କୁ

ଗୋଟିଏ ପଟେ ବିଜେଡିର ରାଲି। ଅନ୍ୟପଟେ କଲବଲ ହେଉଛନ୍ତି ଲୋକେ। ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଜଣେ ଟ୍ରେନ ପାଇଁ ଚାଲି ଚାଲି ଯାଉଥିବା ବେଳେ ଆଉ ଜଣେ ବର୍ଷାରେ ଭିଜି ଭିଜି ଯାତ୍ରା କରୁଛନ୍ତି।