Advertisment

ସଂସ୍କୃତି ମଞ୍ଚରେ ବିଜେଡି ଗୀତ

ବାଲିଯାତ୍ରା ପେଣ୍ଡାଲରେ ବିଜେଡି କର୍ମୀଙ୍କ କଣ୍ଠରେ, ହେ ନବୀନ ବାବୁ ଆମେ ତମ ଫ୍ୟାନ୍। ଦଳୀୟ ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା ପେଣ୍ଡାଲକୁ କାହିଁକି ବାଛିଲେ ବିଜେଡିର ଯୁବନେତା? ପରମ୍ପରା ଓ ସଂସ୍କୃତି ମଞ୍ଚରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୀତ ପରିବେଷଣ କରିବାକୁ କିଏ ଦେଲା ଅନୁମତି? ଐତିହାସିକ ବାଲିଯାତ୍ରାକୁ ପରିଚାଳନା କରୁଛନ୍ତି କଟକ ଜିଲ୍ଲାପାଳ କିନ୍ତୁ ତାଙ୍କ ପାଖରେ ଖବର ନାହିଁ।

ସଂସ୍କୃତି ମଞ୍ଚରେ ବିଜେଡି ଗୀତ

naveenbabu

Advertisment

ବାଲିଯାତ୍ରା ପେଣ୍ଡାଲରେ ବିଜେଡି କର୍ମୀଙ୍କ କଣ୍ଠରେ, ହେ ନବୀନ ବାବୁ ଆମେ ତମ ଫ୍ୟାନ୍। ଦଳୀୟ ପ୍ରଚାର ପ୍ରସାର ପାଇଁ ବାଲିଯାତ୍ରା ପେଣ୍ଡାଲକୁ କାହିଁକି ବାଛିଲେ ବିଜେଡିର ଯୁବନେତା? ପରମ୍ପରା ଓ ସଂସ୍କୃତି ମଞ୍ଚରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୀତ ପରିବେଷଣ କରିବାକୁ କିଏ ଦେଲା ଅନୁମତି? ଐତିହାସିକ ବାଲିଯାତ୍ରାକୁ ପରିଚାଳନା କରୁଛନ୍ତି କଟକ ଜିଲ୍ଲାପାଳ କିନ୍ତୁ ତାଙ୍କ ପାଖରେ ଖବର ନାହିଁ।

Advertisment

Naveen Bhajan Bjd Bandana Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe