Advertisment

ଠକିଦେଲେ ନବୀନ, ଫାଇଦା ନେବ ତ ବିଜେପି?

ଓଡ଼ିଶା ରାଜନୈତିକ ଇତିହାସରେ ଏକ ନୂଆ ରେକର୍ଡ କରିବା ପାଇଁ ପ୍ରଥମ ଥର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ ନବୀନ ପଟ୍ଟନାୟକ। ସୁନାପିଲା ପରି ସବୁ ମନ୍ତ୍ରୀମାନେ ଇସ୍ତଫା ଦେଲେ। ପରେ ମନ୍ତ୍ରିମଣ୍ଡଳକୁ ୯ ମନ୍ତ୍ରୀ ଫେରିଲେ। ସେତେବେଳେ ଚର୍ଚ୍ଚା ହେଲା ଯେଉଁ ବରିଷ୍ଠ ନେତାମାନେ ମନ୍ତ୍ରିମଣ୍ଡଳରୁ ବିଦା ହେବେ ସଂଗଠନ କଥା ବୁଝିବେ। ହେଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇ ମାସାଧିକ କାଳ ବିତିଗଲାଣି, ସେମାନଙ୍କୁ ସାଂଗଠନିକ ଦାୟୀତ୍ୱ ଦେବା କଥା ଆଉ କେହି ଉଠାଉ […]

author-image
Debendra Prusty
ଠକିଦେଲେ ନବୀନ, ଫାଇଦା ନେବ ତ ବିଜେପି?

bjp

ଓଡ଼ିଶା ରାଜନୈତିକ ଇତିହାସରେ ଏକ ନୂଆ ରେକର୍ଡ କରିବା ପାଇଁ ପ୍ରଥମ ଥର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ ନବୀନ ପଟ୍ଟନାୟକ। ସୁନାପିଲା ପରି ସବୁ ମନ୍ତ୍ରୀମାନେ ଇସ୍ତଫା ଦେଲେ। ପରେ ମନ୍ତ୍ରିମଣ୍ଡଳକୁ ୯ ମନ୍ତ୍ରୀ ଫେରିଲେ। ସେତେବେଳେ ଚର୍ଚ୍ଚା ହେଲା ଯେଉଁ ବରିଷ୍ଠ ନେତାମାନେ ମନ୍ତ୍ରିମଣ୍ଡଳରୁ ବିଦା ହେବେ ସଂଗଠନ କଥା ବୁଝିବେ। ହେଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇ ମାସାଧିକ କାଳ ବିତିଗଲାଣି, ସେମାନଙ୍କୁ ସାଂଗଠନିକ ଦାୟୀତ୍ୱ ଦେବା କଥା ଆଉ କେହି ଉଠାଉ ନାହାଁନ୍ତି।

Advertisment

Naveen Patnaik Bjp BjD Odisha Politics